ବେଲଗାମ ଟ୍ରାଫିକ୍ : କଲବଲ ହେଲେ ଲୋକ

ପ୍ରବେଶ ପଥରେ ଗୋଲେଇ ଛକ ପାଇଁ ପ୍ରସ୍ତାବ ଭୁବନେଶ୍ବର: ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରେ ଟ୍ରାଫିକ୍ ସମସ୍ୟା ସୁଧୁରିବାର ନାଁ ଧରୁନି। ବିଭିନ୍ନ ପର୍ବପର୍ବାଣି ହେଉ କି ସାଧାରଣ ଦିନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି ଗାଡ଼ି ଚାଳକ। ଆଜି ଏଭଳି ଅସମ୍ଭାଳ ଭିଡ଼ ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ଦେଖିବାକୁ ମିଳିଥିଲା। ଗତକାଲି ପହିଲି ରଜରେ ଭିଡ଼ ସମ୍ଭାବନା ଥିବା ବେଳେ ସାଧାରଣ ଦିନ ଭଳି … Continue reading ବେଲଗାମ ଟ୍ରାଫିକ୍ : କଲବଲ ହେଲେ ଲୋକ